List of Odia Famous Personalities with their Titles (Upadhi/ଉପାଧି)

Odisha, a land of rich history and vibrant culture, has been graced by numerous individuals who have left an indelible mark on the state. This article invites you on a captivating journey through the lives of these illustrious figures, each adorned with their prestigious titles, known as “Upadhi/ଉପାଧି” in Odia.

From the realms of literature and arts to the arenas of politics and social service, these luminaries have not only shaped the narrative of Odisha but have also become symbols of inspiration and pride.

List of Odia Eminent Personalities with Their Title (Upadhi/ଉପାଧି)

Titles (Upadhi/ଉପାଧି )Names
ଆଦିକବିସାରଳା ଦାସ
ଛନ୍ଦକବିରାଧାମୋହନ ଗଡ଼ନାୟକ
ଅତିବଡ଼ୀଜଗନ୍ନାଥ ଦାସ
ବିପ୍ଳବୀ କବିରବି ସିଂହ
କବିସମ୍ରାଟଉପେନ୍ଦ୍ର ଭଞ୍ଜ
କବିଶେଖରଚିନ୍ତାମଣି ମହାନ୍ତି
ଉତ୍କଳମଣିଗୋପବନ୍ଧୁ ଦାସ
କବିସାରଥ୍ଡଃ ଶ୍ରୀଚନ୍ଦନ ମହାପାତ୍ର
ଉତ୍କଳଗୌରବମଧୁସୂଦନ ଦାସ
ବାଣୀକଣ୍ଠନିମାଇଁ ଚରଣ ହରିଚନ୍ଦନ
କବିସୂର୍ଯ୍ୟବଳଦେବ ରଥ
କର୍ମବୀରଗୌରୀଶଙ୍କର ରାୟ
ବ୍ୟାସକବିଫକୀରମୋହନ ସେନାପତି
ଭୂମିପୁତ୍ରବିଜୁ ପଟ୍ଟନାୟକ
ବିଦଗ୍ଧକବିଅଭିମନ୍ୟୁ ସାମନ୍ତ ସିଂହାର
କଳିଙ୍ଗବୀରବିଜୁ ପଟ୍ଟନାୟକ
ସନ୍ଥକବିଭୀମ ଭୋଇ
ଉତ୍କଳ କେଶରୀଡଃ ହରେକୃଷ୍ଣ ମହତାବ
କବିମଞ୍ଜୁଳକୃଷ୍ଣପ୍ରସାଦ ବସୁ
ଲୋକରତ୍ନଡଃ କୁଞ୍ଜବିହାରୀ ଦାଶ
କବିଚନ୍ଦ୍ରକାଳୀଚରଣ ପଟ୍ଟନାୟକ
ଉତ୍କଳ ଭାରତୀକୁନ୍ତଳା କୁମାରୀ ସାବତ
ପ୍ରକୃତି କବିଗଙ୍ଗାଧର ମେହେର
ଉତ୍କଳରତ୍ନବାରିଷ୍ଟର ବିଶ୍ୱନାଥ ମିଶ୍ର
ପ୍ରେମିକ କବିମାୟାଧର ମାନସିଂହ
ଉତ୍କଳଘଣ୍ଟଯଦୁମଣି ମହାପାତ୍ର
ନାରୀକବିକୁନ୍ତଳା କୁମାରୀ ସାବତ
ପଠାଣି ସାମନ୍ତଚନ୍ଦ୍ରଶେଖର ସିଂହ
ଗୀତିକବିଗୋପାଳକୃଷ୍ଣ ପଟ୍ଟନାୟକ
ନାଟ୍ୟଭାରତୀଅଶ୍ୱିନୀ କୁମାର ଘୋଷ
ଚାରଣ କବିଭିକାରୀ ଚରଣ ପଟ୍ଟନାୟକ
ନାଟ୍ୟାଚାର୍ଯ୍ୟରଘୁନାଥ ପଣ୍ଡା
ଯବନକବିସାଲବେଗ
ବିଦ୍ୟାରତ୍ନବିନୋଦ କାନୁନ୍‌ଗୋ
କବିବରରାଧାନାଥ ରାୟ
ଗାୟକ ସମ୍ରାଟହରିନାଥ
ସ୍ବଭାବ କବିଗଙ୍ଗାଧର ମେହେର
ଗାୟକ ଭାସ୍କରଜଗନ୍ନାଥ ବେହେରା
କିଶୋର କବିଶ୍ୟାମ ସୁନ୍ଦର ଦାସ
ଗାୟକ ସୁଧାକରବାଳକୃଷ୍ଣ ଦାସ
ଉକ୍ତକବିମଧୁସୂଦନ ରାଓ
ନାଟ୍ୟ ବିଭୂଷଣଡ. ଶ୍ରୀଚନ୍ଦନ ମହାପାତ୍ର
ଗଣକବିବୈଷ୍ଣବ ଚରଣ ପାଣି
ଗଳାରତ୍ନଭଜନ ସମ୍ରାଟ ଭିକାରୀ ଚାରୀ ବଳ
କାନ୍ତକବିଲକ୍ଷ୍ମୀକାନ୍ତ ମହାପାତ୍ର
ନାଟ୍ୟରଶ୍ମିପ୍ରଫୁଲ୍ଲ କୁମାର ରଥ
ଗାଥାକବିଗୋଦାବରୀଶ ମିଶ୍ର
ବାଣୀଭୂଷଣମତ୍ୟୁଞ୍ଜୟ ରଥ
ବ୍ୟଙ୍ଗକବିଗୋଦାବରୀଶ ମହାପାତ୍ର

Also Check : First In Odisha: Personalities, Events, Structure (Odisha GK)

Leave a Comment

English to Odia Translator Join Photo and Signature Scientific Calculator Age Calculator Age Relaxation Syllabus Career As A Learn Mathematics Odia Grammar Basic Computer Knowledge General Knowledge Free Mock Test Scheme Departments of Odisha Govt Articles Post A Free Job